ରଙ୍ଗର ପର୍ବରେ କେଉଁ ରଙ୍ଗ ଆପଣଙ୍କ ପାଇଁ ଶୁଭ ହେବ ?
ଭୁବନେଶ୍ୱର: ରଙ୍ଗର ପର୍ବ ହୋଲି । ରଙ୍ଗ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଆମମାନଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗଭୀର ପ୍ରଭାବ ପକାଇଥାଏ | ହୋଲିରେ, ସାଧରଣଭାବେ ଆମେ ଅନେକ ରଙ୍ଗ ବ୍ୟବହାର କରିଥାଉ । କିନ୍ତୁ ଆପଣମାନେ ଜାଣନ୍ତି କି ଜ୍ୟୋତିଷ ଶାସ୍ତ୍ରରେ ରାଶି ଚିହ୍ନ ଦ୍ୱାରା କେଉଁ ରଙ୍ଗ ବ୍ୟବହାର କରାଯିବା ଉଚିତ ତାହା ବର୍ଣ୍ଣନା କରାଯାଇଛି । ତେବେ ଜାଣିନିଅନ୍ତୁ ଆପଣଙ୍କ ରାଶି ଅନୁସାରେ ଆପଣ କେଉଁ ରଙ୍ଗ ବ୍ୟବହାର କରିଲେ ଆପଣଙ୍କ ପାଇଁ ଶୁଭ ରହିବ ।
ରାଶି ଶୁଭରଙ୍ଗ
ମେଷ ନାଲି
ବୃଷ ଧଳା
ମିଥୁନ ସାଗୁଆ
କର୍କଟ ଧଳା
ସିଂହ ନାଲି
କନ୍ୟା ସାଗୁଆ
ତୁଳା ଧଳା
ବିଚ୍ଛା ନାଲି
ଧନୁ ହଳଦିଆ
ମକର ନୀଳ
କୁମ୍ଭ ନୀଳ
ମୀନ ହଳଦିଆ