ରାଜଧାନୀରେ ମାତିଛନ୍ତି ଲୁଟେରା: ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍
ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ପ୍ରାଦୂର୍ଭାବ ବଢିବାରେ ଲାଗିଛି । ଲୁଟ୍ ସହିତ ହୋଇଛି ମରଣାନ୍ତକ ଆକ୍ରମଣ । ଶୈଳଶ୍ରୀ ବିହାରର ଜଣେ ଇଞ୍ଜିନିୟରଙ୍କୁ ଖଣ୍ଡାରେ ହାଣି ୨ ଲୁଟେରା ସୁନା ଚେନ୍ ଲୁଟ୍ କରିଛନ୍ତି । ଏନେଇ ଚନ୍ଦ୍ରଶେଖପୁର ଥାନାରେ ଏତଲା ଦିଆଯାଇଛି । ଘଟଣା ଅନୁଯାୟୀ, ସତ୍ୟ ନାରାୟଣ ମିଶ୍ର ତାଙ୍କ ଘର ସାମ୍ନାରେ ଫୁଲ ତୋଳୁଥିବା ବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ସୁନା ଚେନ୍ ଛଡାଇବାକୁ ଉଦ୍ୟମ କରିଥିଲେ । ସତ୍ୟ … Continue reading ରାଜଧାନୀରେ ମାତିଛନ୍ତି ଲୁଟେରା: ଖଣ୍ଡାରେ ହାଣି ଲୁଟିନେଲେ ସୁନା ଚେନ୍
Copy and paste this URL into your WordPress site to embed
Copy and paste this code into your site to embed