ସୀମାରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ, ୨ ଯବାନ ସହିଦ

1 min read

ଜମ୍ମୁ କଶ୍ମୀର: ପୁଣି ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ । ନିୟନ୍ତ୍ରଣ ସୀମା ରେଖାର ଟଙ୍ଗଧର ସେକ୍ଟରରେ ପାକ୍ ସେନା ଅସ୍ତ୍ରବିରତି ଉଲ୍ଲଂଘନ କରିଛି । ଗୁଳିଗୋଳା ବର୍ଷଣ କରି ଅନୁପ୍ରବେଶ ଉଦ୍ୟମ ବେଳେ ଗୁଳି ବିନିମୟ ହୋଇଛି । ଏଥିରେ ୨ ଜଣ ଭାରତୀୟ ଯବାନ ସହିଦ ହୋଇଥିବା ବେଳେ ଜଣେ ସାଧାରଣ ନାଗିରକଙ୍କ ମୃତ୍ୟୁ ହୋଇଛି । ସୀମାରେ ଥିବା ବହୁଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।

ଗତ ୧୩ ତାରିଖରେ ନିୟନ୍ତ୍ରଣ ସୀମା ରେଖାର ଉରୀ ସେକ୍ଟରରେ ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନ କରିଥିଲା । ଏଥିରେ ଜଣେ ଯବାନ ସହିଦ ହୋଇଥିଲେ । ')}

Leave a Reply