ମଦ ପାଇଁ ଡହଳ ବିକଳ: ୧ କିଲୋମିଟର ଲମ୍ବା ଲାଇନ୍ ଓ ପୋଲିସ ଲାଠିମାଡ ,ତଥାପି ସଂଘର୍ଷ ଜାରି…

ନୂଆଦିଲ୍ଲୀ: କେନ୍ଦ୍ରସରକାର ଲକଡାଉନ୍ ୩.୦ରେ କିଛି ଜିନିଷ ଉପରେ କୋହଳ କରିଛନ୍ତି ।  ଏଥିରେ ସବୁପ୍ରକାର ଜୋନରେ ମଦ ବିକ୍ରିକୁ ନେଇ ଅନୁମତି ଦିଆଯାଇଛି । ଏବଂ ଏହି ଅନୁମତି ପରେ ଦିଲ୍ଲୀ ସରକାର ରାଜଧାନୀରେ ସକାଳ ୯ଟାରୁ ସଂଧ୍ୟା ସାଢେ ୬ଟା ପର୍ଯ୍ୟନ୍ତ ମଦ ବିକ୍ରି କରିବାକୁ ସରକାରୀ ମଦ ଦୋକାନ ଦୋକାନକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମଦ ଦୋକାନରେ ଲମ୍ବା ଲାଇନ ଦେଖିବାକୁ ମିଳିଛି । ଲାଇନରେ ସାମାଜିକ ଦୂରତାକୁ ଧ୍ୟାନ … Continue reading ମଦ ପାଇଁ ଡହଳ ବିକଳ: ୧ କିଲୋମିଟର ଲମ୍ବା ଲାଇନ୍ ଓ ପୋଲିସ ଲାଠିମାଡ ,ତଥାପି ସଂଘର୍ଷ ଜାରି…