ସୋସିଆଲ ମିଡିଆରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଫଟୋ ଭାଇରାଲ୍

1 min read

ଭୁବନେଶ୍ୱର: ପୁଣି ଭାଇରାଲ ହେଲା ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଗର୍ଭଗୃହ ଫଟୋ । ଲିଙ୍ଗରାଜ ମହାପ୍ରଭୁଙ୍କ ଦାମୋଦର ବେଶ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଫଟୋଟି ପ୍ରଦୀପ୍ତ ପାତ୍ର ନାମକ ବ୍ୟକ୍ତିଙ୍କ ଫେସବୁକ୍ ଆକାଉଣ୍ଟରୁ ଭାଇରାଲ ହୋଇଛି ।

କାର୍ତ୍ତିକ ମାସରେ ଲିଙ୍ଗରାଜଙ୍କୁ ଏହି ଦାମୋଦର ବେଶ କରାଯାଇଥାଏ । ତେବେ କଡ଼ା ସୁରକ୍ଷା ଭିତରେ ମଧ୍ୟ ବାରମ୍ଭାର ଏଭଳି ଫଟୋ ଭାଇରାଲ ହେବାରେ ଲାଗିଛି । ଏନେଇ ପୋଲିସ ସୁରକ୍ଷା ଉପରେ ସାଧରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କିଛିଦିନ ପୂର୍ବରୁ ମଧ୍ୟ ପୁରୀ ଶ୍ରୀମନ୍ଦିରରେ ଭୋଗ ମଣ୍ଡପର ଫଟୋକୁ ଟିକ୍‌ଟକ୍‌ରେ ଭାଇରାଲ ହୋଇଥିଲା । ')}

Leave a Reply