ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ

ଭୁବନେଶ୍ୱର: ବାବା ଲିଙ୍ଗରାଜଙ୍କ ମନ୍ଦିରରେ ଉଠିଲା ମହାଦୀପ। ନିର୍ଦ୍ଧାରିତ ସମୟ ଠାରୁ ସାମାନ୍ୟ ବିଳମ୍ବ ପରେ ଉଠିଲା ମହାଦୀପ। ବେଢା ପରିକ୍ରମା ପରେ ରାତି ୧୦ଟା ୪୦ରେ ନମନ୍ଦିର ଉପରକୁ ମହାଦୀପ ଉଠିଲା । ହର ହର ମହାଦେବ ଧ୍ୱନୀରେ କମ୍ପିଲା ଲିଙ୍ଗରାଜ ମନ୍ଦିର ପରିସର । ମହାଦୀପ ଦର୍ଶନ କଲେ ଶ୍ରଦ୍ଧାଳୁ ।

ମହାଦୀପକୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ। ମହାଦୀପକୁ ଦର୍ଶନ କରି ବ୍ରତ ପୂରଣ କରିଛନ୍ତି ଶ୍ରଦ୍ଧାଳୁ। ଜାଗର ପାଇଁ ଉତ୍ସବମୁଖର ହୋଇ ଉଠିଥିଲା ଭୁବନେଶ୍ବର ଏକାମ୍ରକ୍ଷେତ୍ର ।