ବୈଜ୍ଞାନିକଙ୍କ ଦାବି: ଲାମା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭାକସିନ !

ନୂଆଦିଲ୍ଲୀ: ପଶୁଠାରୁ ମଣିଷକୁ ବ୍ୟାପିଥିବା କରୋନା ଭାଇରସର ଔଷଧ ଖୋଜିବା ପାଇଁ ବର୍ତ୍ତମାନ ବୈଜ୍ଞାନିକ ପଶୁ ମାନଙ୍କ ସାହାଯ୍ୟ ନେଉଛନ୍ତି । ବେଲଜିୟମର ‘ଟବିଲାମ୍ସ ଇଷ୍ଟିଟ୍ୟୁଟ ଅଫ୍ ବାୟୋଟେକ୍ନୋଲୋଜି’ର କିଛି ଗବେଷକ ଦାବି କରିଛନ୍ତି ଯେ ଆମେରିକାରେ ଦେଖା ଦେଉଥିବା ଓଟର ଏକ ପ୍ରଜାତି (ଲାମା) ର ରକ୍ତରୁ କରୋନା ଭାଇରସର ଭାକସିନ ପ୍ରସ୍ତୁତ କରାଯାଇପାରିବ । କରୋନା ପରିବାରରୁ ଜାତ ଭାଇରସ MERS ଏବଂ SARS ମାମଲାରେ ମଧ୍ୟ ଲାମାର ରକ୍ତରେ ଥିବା ଆଣ୍ଟିବଡୀ ପ୍ରଭାବଶାଳୀ … Continue reading ବୈଜ୍ଞାନିକଙ୍କ ଦାବି: ଲାମା ରକ୍ତରୁ ପ୍ରସ୍ତୁତ ହେବ କରୋନା ଭାକସିନ !