ଇମ୍ରାନଙ୍କୁ ଆଶ୍ବସ୍ତି, ଏପ୍ରିଲ ୧୩ଯାଏଁ ମିଳିଲା ଅନ୍ତରୀଣ ଜାମିନ
1 min readଲାହୋର: ଲାହୋର କୋର୍ଟରୁ ଇମ୍ରାନଙ୍କୁ ଆଶ୍ବସ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ମୁଖ୍ୟ ଇମ୍ରାନ ଖାନଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ଲାହୋରସ୍ଥିତ ଆଣ୍ଟି ଟେରରିଜମ କୋର୍ଟ । ପୋଲିସ ବିରୋଧରେ ଦଙ୍ଗା, ଜିଲେ ଶାହା ମର୍ଡର ଆଦି ତିନିଟି ମାମଲାରେ ଇମ୍ରାନଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି କୋର୍ଟ । ଏପ୍ରିଲ ୧୩ଯାଏଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ।
Pakistan | Anti-terrorism court in Lahore grants interim bail to former PM & PTI chief Imran Khan in three cases relating to arson, violence against police, vandalism and Zille Shah murder; extends the interim bail in three cases till April 13, reports Pakistan's media pic.twitter.com/i1PRl51wSZ
— ANI (@ANI) April 4, 2023