ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…

ନିର୍ଭୟା ଦୋଷୀ ଫାଶୀ ଖୁଣ୍ଟରେ ଝୁଲିବା ସମୟ ପାଖେଇ ଆସୁଥିବା ବେଳେ ଫାଶୀ ସମ୍ପର୍କରେ ଅନେକ ପ୍ରଶ୍ନ ମନରେ ଉଙ୍କିମାରେ । ଦୋଷୀକୁ ମୃତ୍ୟୁଦଣ୍ଡ ସମୟ ସ୍ଥିର ହୋଇଯିବା ପରେ ପରେ ତାକୁ ଫାଶୀ କୋଠିରେ ରଖାଯାଇଥାଏ । ଏହି ଫାଶୀ କୋଠି ସମ୍ପର୍କରେ ଅନେକ ଜାଣିନଥାନ୍ତି । ଫାଶୀ କୋଠି କେମିତି ? ଫାଶୀ କୋଠି ଏକ ଅତି ଛୋଟିଆ କୋଠରୀ । ସେଠି ଦୋଷୀ ପାଇଁ କେବଳ ଗୋଟିଏ କମ୍ବଳ, ପିଇବା ପାଇଁ ପାଣି … Continue reading ଝୁଲିବା ପୂର୍ବରୁ ଫାଶୀ କୋଠିରେ ମୃତ୍ୟୁକୁ ସାମ୍ନା କରେ ଦୋଷୀ ।ପଢ଼ନ୍ତୁ ଫାଶୀ କୋଠିରେ କେମିତି ଲୁଚିଥାଏ ମୃତ୍ୟୁ…