ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…
ଭୁବନେଶ୍ୱର: ଲଘୁଚାପ ବଳୟର ରୂପ ନେଇଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଂଚଳ ରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ । ଏହା ୧୬ ତାରିଖ ସନ୍ଧ୍ୟାରେ ସାମୁଦ୍ରିକ ଝଡ଼ର ରୂପ ନେବାର ସମ୍ଭାବନା ରହିଛି । ତେବେ, ଜାଣିଛନ୍ତି କି ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ ? ‘ଅମ୍ଫାନ’ ନାମ ପଛରେ କଣ ରହିଛି କାରଣ ? ସାହିନ୍, ଗୁଲାବ, ତେଜ୍, ଅଗ୍ନି, ଆଗ୍ ଏମିତି ପ୍ରାୟ ୧୬୯ଟି … Continue reading ଜାଣନ୍ତୁ ବାତ୍ୟା ‘ଅମ୍ଫାନ’ର ନାମକରଣ କରିଛି କେଉଁ ଦେଶ…
Copy and paste this URL into your WordPress site to embed
Copy and paste this code into your site to embed