କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି

ଶ୍ରୀନଗର: ମେହବୁବାଙ୍କ ପୁଣି କାଶ୍ମୀର ରାଗ । ଜେଲରୁ ଆସିବା ପରେ ପୁଣ କାଶ୍ମୀରବାସୀଙ୍କୁ ଉସୁକାଇଉଛନ୍ତି ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି । କାଶ୍ମୀର ପତାକାକୁ ପୁଣିଥରେ ଉଡ଼ାଇବା କଥା କହୁଛନ୍ତି । ବର୍ଷକ ତଳେ ଜମ୍ମୁକାଶ୍ମୀର ପାଇଁ ଉଦ୍ଦିଷ୍ଟ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏବେ ଜେଲରୁ ଫେରିବା ପରେ ପୁଣି ସେହି ଧାରକୁ ଲାଗୁ ସହ କାଶ୍ମୀର ପତାକା ଉଡ଼ାଇବା କଥା ମେହବୁବା କହିଛନ୍ତି । … Continue reading କାଶ୍ମୀରର ସେହି ପତାକା, ଯାହାକୁ ଉଡ଼ାଇବା କଥା କହୁଛନ୍ତି ମେହବୁବା ମୁଫତି