କେରଳ: ଦେଶର ପ୍ରଥମ କରୋନା ଭାଇରାସ୍ ଆକ୍ରାନ୍ତ ଠାବ । ଛାତ୍ର ଜଣଙ୍କ ଘର କେରଳରେ । ସେ ଚୀନର ଉହାନ ବିଶ୍ୱବିଦ୍ୟାଳୟରେ ରହି ପାଠ ପଢ଼ୁଥିଲେ । ସ୍ୱାସ୍ଥ୍ୟବସ୍ଥା ସ୍ଥିର, ତଦାରଖ କରୁଛନ୍ତି ଡାକ୍ତରୀ ଦଳ ।

Leave a Reply