spot_img

Latest Posts

ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ଟ୍ରେନ ଧକ୍କାରେ ସିଗନାଲ ଇଞ୍ଜିନିଅରଙ୍କ ମୃତ୍ୟୁ । ମୃତ ସିଗନାଲ ଇଞ୍ଜିନିୟର ହେଲେ ଅନୂପ ରାୟ । ବାପାଙ୍କ ମୃତ୍ୟୁପରେ ରେଳ ବିଭାଗରେ କରିଥିଲେ ଚାକିରି । ଗୁରବାର ରାତି କାମ ସାରି ଘରେ ଥିବା ବେଳେ ରେଳ ଗାଡ଼ିରେ କିଛି ଟେକ୍ନିକାଲ ସମସ୍ୟା ହୋଇଥିବା ନେଇ ଫୋନ ଆସିଥିଲା । ଅନୂପ କାମ ସାରି ଏକ ଗୁଡ୍ସ ଟ୍ରେନରେ ଲଖନା ପହଂଚି ଥିଲେ । ସେଠାରୁ ଘରକୁ ଯିବାକୁ ବାହାରି ଥିବା ବେଳେ ରେଳ ଟ୍ରାକରେ ଗୋଡ଼ ଫସି ଯାଇଥିଲା । ଏହି ସମୟରେ ସେହି ଟ୍ରାକରେ ଅନ୍ୟ ଏକ ଟ୍ରେନ ତାଙ୍କୁ ଧକ୍କା ଦେଇଥିଏକ ଟ୍ରେନ ଆସିଥିବା ଜାଣି ଅନୁପ ନିଜର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ହେଲେ ଚେଷ୍ଟା ବିଫଳ ହେଲା. ଟ୍ରେନ ଟାଙ୍କି ଧକ୍କା ଦେଲା ଯାହା ଫଳରେ ଅନୁପଙ୍କ ମୃତ୍ୟୁ ହେଲ.. ଅନୁପ ଜଣେ ସିଗନାଲ ଇଞ୍ଜିନିୟର ଭାବେ ଚାକିରୀ କରୁଥିଲେ. ପୂର୍ବରୁ ବାପାଙ୍କୁ ହରାଇ ଥିବା ମାଁ ଭଉଣୀ ମାନେ ଏବେ ଏକ ମାତ୍ର ଭାଇକୁ ହରାଇଛନ୍ତି ।

Latest Posts

Don't Miss