spot_img

Latest Posts

ହାତୀ ଆକ୍ରମଣରେ ଜଣେ ମୃତ, ୨ ଆହତ

କରଞ୍ଜିଆ : ହାତୀ ଆକ୍ରମଣରେ ଜଣେ ମହିଳା ମୃତ ଓ ଅନ୍ୟ ଦୁଇ ଗୁରୁତର । ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ରେଞ୍ଜ ଅଧିନରେ ଥିବା ସାନବାଙ୍କୀ ଗାଁରେ ଏହି ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ ମନ୍ଦାର ପୁଟେଲ । ଦୁଇ ଜଣ ଗୁରୁତର ଥିବା ଜଣାପଡିଛି । ଘଟଣାସ୍ଥଳରେ ଉତେଜନା ସୃଷ୍ଟି ହୋଇଛି । ତୁରେକେଲା ପୁଲିସ ଓ ବଙ୍ଗୋମୁଣ୍ଡା ରେଞ୍ଜର ଅଧିକାରୀ ମାନେ ପହଁଚି ତଦନ୍ତ କରୁଛନ୍ତି । ଗତ କିଛିଦିନ ହେଲା ୩୦ଟିକିଆ ହାତୀ ବଙ୍ଗୋମୁଣ୍ଡା ରେଞ୍ଜରେ ଉପଦ୍ରବ ଜାରି ରଖିଛନ୍ତି । ଛତର ଦାଣ୍ଡି ଜଙ୍ଗଲ ଓ ମହଖଣ୍ଡ ଗାଁ ଅଂଚଳରେ ଏହି ହାତୀପଲ ବୁଲାବୁଲି କରୁଥିବା ବେଳେ ଗାଁରେ ପଶି ଘର ଭାଙ୍ଗିବା ସହ ଚାଷ ନଷ୍ଟ କରୁଛନ୍ତି ।.

Latest Posts

Don't Miss