Skip to content

Categories

  • Budget
  • CBSE
  • Cinema
  • CWC2022
  • CWG 2022
  • Education
  • gujurat
  • Hockey world cup 2023
  • ICSE
  • Independence Day 2021
  • INDEPENDENCE DAY 2022
  • Independence Day 2023
  • Indian Railways
  • IPL
  • IPL 20-20
  • IPL 2024
  • NEET
  • Odisha
  • politics
  • rahul gandhi
  • railway
  • RATHYATRA 2021
  • Republic Day
  • State Board Exam
  • T20 WorldCup
  • ଅଜବ ଗଜବ
  • ଅନ୍ତର୍ଜାତୀୟ
  • ଅପରାଧ
  • ଉଚ୍ଚ ଶିକ୍ଷା
  • ଋଷ-ୟୁକ୍ରେନ ଯୁଦ୍ଧ
  • ଓଡ଼ିଶା
  • କରୋନା
  • କାହାଣୀ ୨୧
  • ଖେଳ
  • ଜୟ ଜଗନ୍ନାଥ
  • ଜାତୀୟ
  • ଜୀବନଚର୍ଯ୍ୟା
  • ଟେକ୍ନୋଲଜି
  • ଟୋକିଓ ଅଲମ୍ପିକ୍ସ
  • ତାଜା ଖବର
  • ଦୀପାବଳି
  • ଧର୍ମ
  • ପଞ୍ଚାୟତ ନିର୍ବାଚନ ୨୦୨୨
  • ପାଣିପାଗ
  • ପୌର ନିର୍ବାଚନ
  • ବାଣିଜ୍ୟ
  • ବାତ୍ୟା
  • ବିଶ୍ବକପ 2023
  • ଭାଇରାଲ୍
  • ଭିଡିଓ
  • ଭୋଟ୍ ଖଟି
  • ମଙ୍କିପକ୍ସ
  • ମନୋରଞ୍ଜନ
  • ମୁଖ୍ୟ ଖବର
  • ରଥଯାତ୍ରା
  • ରାଜନୀତି
  • ରାଶିଫଳ
  • ଲେଖକ ସ୍ତମ୍ଭ
  • ଶିକ୍ଷା ଓ ନିଯୁକ୍ତି
  • ସ୍ଥାନୀୟ ପ୍ରସଙ୍ଗ
  • ସ୍ୱତନ୍ତ୍ର
  • ସ୍ୱାସ୍ଥ୍ୟ
  • ହାଇଲାଇଟ୍ ସମ୍ବାଦ
  • Facebook
  • Twitter
  • Youtube
  • Instagram
September 27, 2025
  • Facebook
  • Twitter
  • Youtube
  • Instagram

  • LIVE TV
  • ଓଡ଼ିଶା
  • ଜାତୀୟ
  • ଅନ୍ତର୍ଜାତୀୟ
    • ଋଷ-ୟୁକ୍ରେନ ଯୁଦ୍ଧ
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
    • CBSE
    • NEET
    • State Board Exam
    • ଉଚ୍ଚ ଶିକ୍ଷା
  • ରାଜନୀତି
  • ଖେଳ
    • IPL
    • IPL 20-20
    • T20 WorldCup
  • ଜୀବନଚର୍ଯ୍ୟା
    • ରାଶିଫଳ
    • ଧର୍ମ
      • ଦୀପାବଳି
    • ସ୍ୱାସ୍ଥ୍ୟ
      • କରୋନା
  • ଅପରାଧ
  • IPL 2025
  • ଲେଖକ ସ୍ତମ୍ଭ
  • Home
  • ଓଡ଼ିଶା
  • ହିତାଧିକାରୀଙ୍କ ଖାତାକୁ ଯିବ କାଳିଆ ଟଙ୍କା; ଉପକୃତ ହେବେ ୪୬ ଲକ୍ଷରୁ ଅଧିକ କୃଷକ
  • Odisha
  • ଓଡ଼ିଶା
  • ତାଜା ଖବର
  • ହାଇଲାଇଟ୍ ସମ୍ବାଦ

ହିତାଧିକାରୀଙ୍କ ଖାତାକୁ ଯିବ କାଳିଆ ଟଙ୍କା; ଉପକୃତ ହେବେ ୪୬ ଲକ୍ଷରୁ ଅଧିକ କୃଷକ

March 11, 2024

ଭୁବନେଶ୍ୱର : ଆଜି ଖାତାକୁ ଯିବ କାଳିଆ ଟଙ୍କା । ୯୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯିବ । ହିତାଧିକାରୀଙ୍କୁ ଏହି ଟଙ୍କା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ଦ୍ବାରା ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଉପକୃତ ହେବେ ।

ରାଜ୍ୟର ୩୦ ଟି ଜିଲ୍ଲାରେ କାଳିଆ କେନ୍ଦ୍ରର ମଧ୍ୟ ଆଜି ଶୁଭ ଉଦାଘାଟନ କରାଯିବ । ଚାଷୀଙ୍କ ଉନ୍ନତ୍ତିରେ ହିଁ ଦେଶ ଓ ରାଜ୍ୟର ବିକାଶ । କୃଷକଙ୍କୁ ସଶକ୍ତ କରିବା ପାଇଁ ଏହି ସହାୟତା ରାଶି ବଣ୍ଟନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ କୃଷକଙ୍କୁ ଆର୍ଥିକ ସହାୟତା ଚୟନ, ସ୍ବାଧୀନତା ପ୍ରଦାନ କରି ସେମାନଙ୍କ ସଶକ୍ତିକରଣ ପାଇଁ ପ୍ରେରଣା ଦେବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ।

ଏହା ଦ୍ବାରା ରାଜ୍ୟର ଅଭିବୃଦ୍ଧି ଓ ବିକାଶ ହୋଇପାରିବ । ହିତାଧିକାରୀଙ୍କ ନିକଟରେ ବିଭିନ୍ନ ଆର୍ଥିକ ସେବାର ସହଜ ଉପଲବ୍ଧିର ଉନ୍ନତିକରଣ ଦ୍ବାରା କୃଷି ଉତ୍ପାଦକତା ଓ କୃଷକଙ୍କର ବିଶେଷ କରି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କର ଅଭିବୃଦ୍ଧି ହୋଇପାରିବ ।

Tags: bank account Farmers Kalia Yojana Odisha

Continue Reading

Previous ସ୍ମାର୍ଟ ହେଉଛି ଝାରସୁଗୁଡ଼ାରେ ଟ୍ରାଫିକ ସେବା
Next ମହିଳାଙ୍କୁ ପଥର ଓ କାଠ ଫାଳିଆରେ ପିଟି ପିଟି ହତ୍ୟା !

ଅଧିକ କାହାଣୀ

1 min read
  • ଓଡ଼ିଶା
  • ତାଜା ଖବର
  • ପାଣିପାଗ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଫୁଲୁଛି ମହାନଦୀ କିନ୍ତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

September 27, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ ; ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

September 27, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଝାରସୁଗୁଡାରେ ମୋଦି ; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

September 27, 2025

Recent Posts

  • ଫୁଲୁଛି ମହାନଦୀ କିନ୍ତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ
  • ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ ; ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ
  • ଝାରସୁଗୁଡାରେ ମୋଦି ; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ
  • ଲଦାଖ ହିଂସା ପାଇଁ ଦାୟୀ କିଏ ?
  • ଟ୍ରମ୍ପଙ୍କ ମୁଖପାତ୍ର ସାଜିଲେ ସରିଫ ; ସିନ୍ଧୁ ଜଳ ଚୁକ୍ତି ପ୍ରସଙ୍ଗରେ ଭାରତକୁ କଲେ ଟାର୍ଗେଟ
  • IND vs PAK Final : ଫାଇନାଲ ମ୍ୟାଚ ପୂର୍ବରୁ ଆହତ ହେଲେ ଭାରତୀୟ ଦଳର ଏହି ଖେଳାଳୀ ..
  • ଏପଷ୍ଟିନ ଫାଇଲ୍ସରେ ମସ୍କଙ୍କ ନାଁ !
  • ୨୭ତମ ଜନ୍ମଦିନର ଶୁଭେଚ୍ଛା, ଗୁଗୁଲ୍ !
  • ଧନତେରସରେ ଆହୁରି ଶସ୍ତା ହେବ ସୁନା !
  • ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ; ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ଯୋଗ ଦେବେ
  • ରାଜ୍ୟରେ ଭୀଷଣ ବର୍ଷାକୁ ନେଇ ରେଡ଼୍ ଆଲର୍ଟ ; ସତର୍କ କଲେ ପାଣିପାଗ ବିଶେଷଜ୍ଞ
  • ଲଗାତାର ଫୁଲୁଛି ମହାନଦୀ ; ଆସୁଛି ବଡ଼ ବନ୍ୟା !
  • ରାଜଧାନୀରେ ସରକାରୀ ଜାଗାକୁ ନିଲାମ ଘଟଣା । ନିଲାମ ନାମରେ ଲଟେରୀ ନୁହେଁ ପଡୁଥିଲା ଧର୍ମଗୁଳା
  • ପ୍ରବଳ ବର୍ଷାରେ ଭିଜିଭିଜି ହକ ପାଇଁ ରାଜଧାନୀରେ ଗର୍ଜିଲ କଳା ଓ କ୍ରୀଡ଼ା ଶିକ୍ଷକ
  • ଆସୁଛନ୍ତି ମହାମାୟୀ । ମାଆଙ୍କ ଆଗମନ ପାଇଁ ଉତ୍ସବମୁଖର ପୁରପଲ୍ଲୀ
Tweets by NandighoshaTV

ନଜର ପକାନ୍ତୁ

1 min read
  • ଓଡ଼ିଶା
  • ତାଜା ଖବର
  • ପାଣିପାଗ
  • ମୁଖ୍ୟ ଖବର
  • ହାଇଲାଇଟ୍ ସମ୍ବାଦ

ଫୁଲୁଛି ମହାନଦୀ କିନ୍ତୁ କୌଣସି ସ୍ଥାନରେ ବନ୍ୟା ସ୍ଥିତି ନାହିଁ : ସର୍ବୋଚ୍ଚ ଯନ୍ତ୍ରୀ

September 27, 2025
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର

ଭୁଶୁଡ଼ିଲା କଳାହାଣ୍ଡି ରେତ ଡ୍ୟାମ ମୁଖ୍ୟ କେନାଲ ; ଶହ ଶହ ହେକ୍ଟର ଚାଷ ଜମି ଜଳମଗ୍ନ

September 27, 2025
1 min read
  • ଓଡ଼ିଶା
  • ତାଜା ଖବର
  • ମୁଖ୍ୟ ଖବର
  • ରାଜନୀତି
  • ହାଇଲାଇଟ୍ ସମ୍ବାଦ

ଝାରସୁଗୁଡାରେ ମୋଦି ; ୬୦ହଜାର କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର କଲେ ଶିଳାନ୍ୟାସ ଓ ଉଦଘାଟନ

September 27, 2025
1 min read
  • ଅନ୍ତର୍ଜାତୀୟ
  • ଅପରାଧ
  • ତାଜା ଖବର
  • ମୁଖ୍ୟ ଖବର

ଲଦାଖ ହିଂସା ପାଇଁ ଦାୟୀ କିଏ ?

September 27, 2025
Tweets by NandighoshaTV

Address

ଟ୍ୟାଗ୍ସ

Accident America Balasore bcci bhadrak BHUBANESWAR BIHAR BJD BJP BMC bollywood China cm naveen patnaik CONGRESS corona coronavirus covid-19 COVID19 Cricket Crime CUTTACK DEATH DELHI Ganjam INDIA JAJPUR mumbai MURDER NANDIGHOSHA TV NandighoshaTv Narendra Modi Naveen Patnaik New Delhi Odisha Odisha Assembly Pakistan Politics PURI rahul gandhi RAIN rourkela RUSSIA SAMBALPUR SUPREME COURT WEATHER

  • Contact
  • Privacy Policy
  • Complaint Redressal
  • entertainment
  • Facebook
  • Twitter
  • Youtube
  • Instagram
© 2022 NandighoshaTV. All rights reserved. | Newsphere by AF themes.