spot_img

Latest Posts

ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜୁନାଗଡ଼ ଥାନା ASI ମୁକୁନ୍ଦ ଖେମୁଣ୍ଡୁ

କଳାହାଣ୍ଡି : ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜୁନାଗଡ଼ ଥାନା ASI ମୁକୁନ୍ଦ ଖେମୁଣ୍ଡୁ। ୩୫ଶହ ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ। ଗୋଇରାପଦର ଗାଁର ପ୍ରଭା ପୁଝ।ରୀଙ୍କ ଠାରୁ ଏକ ମାମଲା ରଫା ଦଫା କରିବା ପାଇଁ ଗ୍ରାମରଖି ଶ୍ରୀମୁଖ ବାଗଙ୍କ ମାଧ୍ୟମରେ ନେଉଥିଲେ ଲାଞ୍ଚ । ଭିଜିଲାନ୍ସ ଟିମକୁ ଚକ୍ଷ୍ମା ଦେଇ ଥାନାରୁ ଚମ୍ପଟ ମାରିଲେ ASI ମୁକୁନ୍ଦ ଖେମୁଣ୍ଡୁ । ଭିଜିଲାନ୍ସ ବିଭାଗ ଟଙ୍କା ଜବତ କରି ଗ୍ରାମରଖିଙ୍କୁ ଅଟକ ରଖିବା ସହ ASIଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।

Latest Posts

Don't Miss