ସଂଗ୍ରହ ହୋଇପାରୁନି ରକ୍ତ, ଜୀବନ ବଞ୍ଚାଉଛି ଜୀବନବିନ୍ଦୁ

ଭୁବନେଶ୍ୱର: କରୋନା ମହାମାରୀର ପ୍ରଭାବ ପଡ଼ିଛି ବ୍ଲଡ୍‌ବ୍ୟାଙ୍କ ଉପରେ । ୪ ମାସ ହେଲା ମେଗା  ଶିବିର ଆୟୋଜନ କରିବା ଉପରେ ପ୍ରତିବନ୍ଧକ ଥିବାରୁ ରକ୍ତ ଅଭାବ ଦେଖାଦେଇଛି । ତେବେ ସମସ୍ୟା ସମାଧାନରେ ବେଶ୍ ସହାୟକ ହୋଇଛି ବିଜେଡିର ଜୀବନବିନ୍ଦୁ ରକ୍ତଦାନ କାର୍ଯ୍ୟକ୍ରମ । ରାଜ୍ୟରେ ବର୍ଷକୁ ଆବଶ୍ୟକ ପ୍ରାୟ ୪ ଲକ୍ଷ ୟୁନିଟ ରକ୍ତ । ପୂର୍ବରୁ ରକ୍ତଦାନ ଶିବିର ଓ ରୋଗୀଙ୍କ ସମ୍ପର୍କୀୟଙ୍କ ରକ୍ତ ବଦଳ ବ୍ୟବସ୍ଥାରେ ବର୍ଷକୁ ପ୍ରାୟ ୪ ଲକ୍ଷ … Continue reading ସଂଗ୍ରହ ହୋଇପାରୁନି ରକ୍ତ, ଜୀବନ ବଞ୍ଚାଉଛି ଜୀବନବିନ୍ଦୁ