ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲା, ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜିପି
କଟକ : ରାଇରଙ୍ଗପୁର କଲେଜ ଅଧ୍ୟାପିକାଙ୍କ ଆତ୍ମହତ୍ୟା ଘଟଣା ପରେ ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଭାରପ୍ରାପ୍ତ ପୋଲିସ ଡିଜି ସତ୍ୟଜିତ୍ ମହାନ୍ତି। ଗତକାଲି ଆଇଆଇସି ଶରତ ମହାଳିକଙ୍କୁ ବଦଳି କରିଥିଲେ ମଭୂରଭଞ୍ଜ ଏସପି । ଆଜି ତାଙ୍କୁ ନିଲମ୍ବିତ କରାଯାଇଛି । ଅଧ୍ୟାପିକା ଜଣଙ୍କ କିଛିଦିନ ତଳେ ଦୁଷ୍କର୍ମ ନେଇ ଥାନାରେ ଅଭିଯୋଗ କରିଥିଲେ । ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଡିଜିପି ଏଭଳି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ରାଇରଙ୍ଗପୁର ଘଟଣା ପରେ ସବୁ … Continue reading ରାଇରଙ୍ଗପୁର ଅଧ୍ୟାପିକା ଆତ୍ମହତ୍ୟା ମାମଲା, ଝାରପୋଖରିଆ ଆଇଆଇସିଙ୍କୁ ନିଲମ୍ବିତ କଲେ ଡିଜିପି
Copy and paste this URL into your WordPress site to embed
Copy and paste this code into your site to embed