ଘୁଞ୍ଚିଲା ଜେଇଇ ମେନ ପ୍ରବେଶିକା ପରୀକ୍ଷା
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଭାଇରସ ବିସ୍ତାର ନହେବା ପାଇଁ, ୧୪ ଏପ୍ରିଲ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ ଦିନିଆ ତାଲା ପଡିଛି। ଏହି କାରଣରୁ ଅନେକ ବୃତ୍ତିଗତ ଏବଂ ପ୍ରତିଯୋଗିତାମୂଳକ ପରୀକ୍ଷା ବାତିଲ ହୋଇଛି । ଏହା ବ୍ୟତୀତ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି। ଏହି କ୍ରମରେ, ଜାତୀୟ ପରୀକ୍ଷା ଏଜେନ୍ସି (NTA) କରୋନାକୁ ଦୃଷ୍ଟିରେ ରଖି UGC NET ଏବଂ JNU ର ପ୍ରବେଶିକା ପରୀକ୍ଷା ସମେତ ସାତୋଟି ପରୀକ୍ଷା ପାଇଁ … Continue reading ଘୁଞ୍ଚିଲା ଜେଇଇ ମେନ ପ୍ରବେଶିକା ପରୀକ୍ଷା
Copy and paste this URL into your WordPress site to embed
Copy and paste this code into your site to embed