spot_img

Latest Posts

ଯାଜପୁର କାଳିମେଘା ନିକଟରେ ଫାୟାରିଂ, ଯୁବକ ମୃତ

ଯାଜପୁର : ଯାଜପୁର ଟାଉନ ଥାନା କାଳିମେଘା ନିକଟରେ ଫାୟାରିଂ। ଯୁବକ ମୃତ। ସେ ହେଲେ କୁଆଁସରପୁରର ସୌମ୍ୟ ସାମଲ। ତାଙ୍କୁ ମାତ୍ର ୨୪ ବର୍ଷ ହେଉଥିଲା। ଅଭିଯୋଗ ଅନୁସାରେ ଗତକାଲି ରାତିରେ ଦୁଇ ଜଣ ଯୁବକ ଏକ ବାଇକରେ ଆସି ସୌମ୍ୟଙ୍କୁ ଗୁଳି କରିତିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କଟକ SCB ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି, ଚିିକିତ୍ସା ଅବହେଳାରୁ ପୁଅର ଜୀବନ ଚାଲିଗଲା।

Latest Posts

Don't Miss