ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ

ଯାଜପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ । ୫ ବର୍ଷ ନାବାଳିକା ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା । କାରାଦଣ୍ଡ ଦେଶ ସହ ୫ ହଜାର ଟଙ୍କା ଜୋରିମାନା ଶୁଣାଇଲେ ଯାଜପୁର ଆଡହକ ଆଡିସନଲ ଡିଷ୍ଟ୍ରିକ୍ଟ କୋର୍ଟ । ୨୦୨୧ ଜୁନ ୨୫ ତାରିଖରେ ଯାଜପୁର ଥାନା ଅଞ୍ଚଳରେ ଘଟିଥିଲା ଘଟଣା । ଅଭିଯୁକ୍ତ ପ୍ରଫୁଲ ପଣ୍ଡା ଘରେ ଛାଡି ଦେବାକୁ କହି ନାବାଳିକାଙ୍କୁ କରିଥିଲା ଦୁଷ୍କର୍ମ । ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ପ୍ରଫୁଲ ପଣ୍ଡାଙ୍କୁ ପୋଲିସ ଗିରଫ କରିଥିଲା ।