ଆଇପିଏସ ସ୍ତରରେ ଅଦଳବଦଳ, ଲଳିତ ଦାସ ହେଲେ ଗୃହ ବିଭାଗ ଓଏସଡି

ଭୁବନେଶ୍ବର: ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ କରାଯାଇଛି । ଆଇପିଏସ ଲଳିତ ଦାସଙ୍କୁ ଗୃହ ବିଭାଗ ଓଏସଡି କରାଯାଇଛି । ସେ ଗୁଇନ୍ଦା ବିଭାଗ ନିର୍ଦ୍ଦେଶକ ଅଛନ୍ତି । ଲଳିତ ଦାସଙ୍କ ସ୍ଥାନରେ ନିଯୁକ୍ତ ହେଲେ ଆରପି କୋଚେ । ଏଡିଜି (ଏସଏପି ) ଆର.ପି କୋଚେଙ୍କୁ ଅତିରିକ୍ତ ଦାୟିତ୍ବ । କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ।