କଟକକୁ ମିଳିଲାନି IPL ଫ୍ରାଞ୍ଚାଇଜ, ନୂଆ ଟିମ ଭାବେ ସାମିଲ ହେବ ଅହମଦାବାଦ ଓ ଲକ୍ଷ୍ନୌ
1 min read
ନୂଆଦିଲ୍ଲା: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲା ଆଉ ୨ଟି ନୂଆ ଟିମ । ଏହି ଦୁଇଟି ଟିମ ହେଉଛନ୍ତି ଅହମ୍ମଦାବାଦ ଏବଂ ଲକ୍ଷ୍ନୌ । ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ଉଭୟ ଦଳ । ଏ ନେଇ ଆଜି ହୋଇଥିବା ନିଲାମୀ ପ୍ରକ୍ରିୟାରେ ନିଷ୍ପତ୍ତି ନିଆଯାଇଛି । ଅହମ୍ମଦାବାଦକୁ ସିଭିସି କ୍ୟାପିଟାଲ କିଣିଥିବାବେଳେ ଲକ୍ଷ୍ନୌକୁ କିଣିଲା ଆରପିଏସଜି । ତେବେ କଟକକୁ ମିଳିଲାନି ଆଇପିଏଲ ଫ୍ରାଞ୍ଚାଇଜ ।