spot_img

Latest Posts

ଇଣ୍ଡେ।-ତିବେତିଆନ ବର୍ଡରରେ ଯବାନଙ୍କ ଯୋଗାଭ୍ୟାସ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଯୋଗ ଦିବସରେ ସାରା ଦେଶ କରୁଛି ଯୋଗାଭ୍ୟାସ। ସୀମାରେ ସେନା ମଧ୍ୟ ଯୋଗ କରୁଥିବାର ଦେଖିବାକୁ ମିଳିଛି। ଲଦାଖରେ ଇଣ୍ଡେ।-ତିବେତିଆନ ବର୍ଡର ପୋଲିସ ଯୋଗ କରିଛନ୍ତି। ସମୁଦ୍ରପତ୍ତନରୁ ୧୮ ହଜାର ଫୁଟ୍‌ ଉପରେ ମାଇନସମ ତାପମାତ୍ରାରେ ଯବାନ ମାନେ ଯୋଗ କରିଛନ୍ତି। ସେପଟେ ଉତ୍ତରାଖଣ୍ଡରେ ମଧ୍ୟ ଇଣ୍ଡେ।-ତିବେତିଆନ ବର୍ଡର ପୋଲିସ ବା ITBP ଯବାନ ମାନେ ଯୋଗ କରିଛନ୍ତି।

ସମୁଦ୍ରପତ୍ତନରୁ ୧୪ ହଜାର ଫୁଟ୍‌  ଉପରେ ବଦ୍ରିନାଥ ନିକଟ ବସୁଧରା ଗ୍ଲାସିଅରରେ ଯୋଗ କରିଥିବାର ଦେଖିବାକୁ ମିଲିଛି। ଅରୁଣାଚଳ ପ୍ରଦେଶ ଆଇଟିବିପି ଯବାନମାନେ ଯୋଗ କରିଛନ୍ତି। ଲୋହିତପୁରରେ ଥିବା ଆନିମୃଲ ଟ୍ରେନିଂ ସ୍କୁଲରେ ଘୋଡା ଉପରେ ଯବାନ ମାନେ ଯ଼ୋଗ କରୁଥିବାର ଦେଖିବାକୁ ମିଳିଛି। ସିକିମର ହିମବୀରରେଯବାନ ମାନେ ଯୋଗ କରିଛନ୍ତି। ସମୁଦ୍ରପତ୍ତନରୁ ୧୮ ହଜାର ଫୁଟ୍‌ ଉପରେ ଯବାନ ମାନେ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯୋଗ କରିଛନ୍ତି।

Latest Posts

Don't Miss