ସିବିଆଇ ତଦନ୍ତ ଓ ନର୍ବାଚନ ତାରିଖ ମଧ୍ୟରେ ଅଳ୍ପ ଦିନର ବ୍ୟବଧାନ

ଭୁବନେଶ୍ୱର: ୨୦୧୩ରେ ଆରମ୍ଭ ହୋଇଥିବା ତଦନ୍ତ, ଏଯାଏଁ ସରୁନି । ନିର୍ବାଚନ ଆସିଲେ ସକ୍ରିୟ ହେଉଛି ସିବିଆଇ । ଆଜି ପୁଣି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ପ୍ରସାଦ ମିଶ୍ରଙ୍କୁ ସିବିଆଇ ପଚରାଉଚରା ଘଟଣାରୁ ତାହା ପ୍ରମାଣିତ ହୋଇଛି । ଆଗକୁ ତିର୍ତ୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ ଥିବାରୁ ଦେବୀ ମିଶ୍ରଙ୍କ ଘରେ ସିବିଆଇ ପଶିଛି । ଦେବୀଙ୍କଠାରୁ ସିସୋର ଟୁରିଜିମ୍ ପ୍ରୋଜେକ୍ଟ ସମ୍ପର୍କିତ ଦସ୍ତାବିଜ ମାଗାଯାଇଛି। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଏଭଳି ଅତର୍କିତ ଚଢାଉ … Continue reading ସିବିଆଇ ତଦନ୍ତ ଓ ନର୍ବାଚନ ତାରିଖ ମଧ୍ୟରେ ଅଳ୍ପ ଦିନର ବ୍ୟବଧାନ