କରୋନା ପାଇଁ କଡ଼ା ପଦକ୍ଷେପ, ବନ୍ଦ ହେଲା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌

ନୂଆଦିଲ୍ଲୀ: ଭାରତୀୟ ରେଳ ସେବା ଉପରେ COVID-19 ପ୍ରଭାବ । ମାର୍ଚ୍ଚ ୩୧ ପର୍ଯ୍ୟନ୍ତି ସମସ୍ତ ଯାତ୍ରୀବାହୀ ଟ୍ରେନ୍‌କୁ ବାତିଲ କରାଯାଇଛି । ଟ୍ରେନ୍‌ରେ କରୋନା ଭାଇରସର ପ୍ରଭାବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ୩୧ ଟ୍ରେନ୍ ସେବାକୁ ବାତିଲ କରିବା ପାଇଁ ଭାରତୀୟ ରେଳ ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। କେବଳ ମାଲ୍‌ଗାଡ଼ିଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିବ । ଭାରତୀୟ ରେଳବାଇର ବିଭିନ୍ନ ଟ୍ରେନରେ ଯାତ୍ରା କରୁଥିବା କିଛି ଯାତ୍ରୀ … Continue reading କରୋନା ପାଇଁ କଡ଼ା ପଦକ୍ଷେପ, ବନ୍ଦ ହେଲା ସମସ୍ତ ଯାତ୍ରୀବାହୀ ଟ୍ରେନ୍‌