ଅରୁଣାଚଳ ପ୍ରଦେଶରେ ସେନା ହେଲିକପ୍ଟର କ୍ରାସ, ପାଇଲଟଙ୍କ ତଲାସ ଜାରି

1 min read

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶରେ ସେନା ଚିତା ହେଲିକପ୍ଟର କ୍ରାସ୍ । ଦିରାଙ୍ଗ ବମଦିଲ୍ଲାଟାଉନଠାରେ ହେଲିକପ୍ଟର କ୍ରାସ୍ । ମଣ୍ଡଲା ପର୍ବତ ଆଖପାଖରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ପାଇଲଟଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି ରହିଛି ।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ୯ ଟା ୧୫ମି.ରେ ଏଟିସି ସହ ଏହି ସେନା ହେଲିକପ୍ଟରର ସମ୍ପର୍କ ଛିନ୍ନ ହୋଇଥିଲା ।