INDvsSA T20: ୮୨ ରନ୍‌ରେ ହାରିଲା ସାଉଥ ଆଫ୍ରିକା

1 min read

ଗାନ୍ଧୀନଗର: ରାଜକୋଟ ଟି-୨୦ ମ୍ୟାଚ୍‌ ଜିତିଲା ଭାରତ । ୮୨ ରନ୍‌ରେ ହାରିଲା ସାଉଥ ଆଫ୍ରିକା । ମ୍ୟାଚ ଜିତି ୨-୨ରେ ସିରିଜ ବରାବର କରି ଘରୋଇ ଦଳ । ପ୍ରଥମେ ବ୍ୟାଟିଂ କରି ୧୭୦ ରନ୍‌ର ଟାର୍ଗେଟ ଦେଇଥିଲା ଭାରତ । ମ୍ୟାଚରେ ଦିନେଶ କାର୍ତ୍ତିକ କରିଥିଲେ ବିସ୍ଫୋରକ ଅର୍ଦ୍ଧଶତକ । ୧୭୦ରନର ଟାର୍ଗେଟକୁ ପିଛା କରି 16.5 ଓଭରରେ ୮୭ ରନ୍‌ କରି ଅଲଆଉଟ ହୋଇଛି ଭ୍ରମଣକାରୀ ଟିମ୍ ।