ବାରବାଟୀରେ ବିରାଟ୍‌ ବାହିନୀର ସୁପର ସୋ’, ୨-୧ରେ ସିରିଜ୍‌ କବ୍‌ଜା

କଟକ: ବାରବାଟୀ ପୁଣି ଟିମ୍ ଇଣ୍ଡିଆ ପାଇଁ ଲକି ସାବ୍ୟସ୍ତ ହୋଇଛି । ବାଟବାଟୀରେ ଦମ୍‌ଦାର ବିଜୟ ହାସଲ୍‌ କଲା ବିରାଟ୍ ବାହିନୀ । ପୁଣି ବଡ଼ ସ୍କୋର ଚେଜ୍‌ କରି ଜିତିଲା ଭାରତୀୟ ଟିମ୍‌ । ରୋହିତ ରାହୁଲ ଓ ବିରାଟ୍‌ଙ୍କ ଦମ୍‌ଦାର ଅର୍ଦ୍ଧଶତକ ବଳରେ ମ୍ୟାଚ୍‌ ଜିତିଲା ଟିମ୍ । ପ୍ରଥମେ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଓ୍ୱେଷ୍ଟଇଣ୍ଡିଜ୍‌ ଟିମ୍‌ର ପ୍ରାରମ୍ଭିକ ବ୍ୟାଟିଂ ଏତେ ଭଲ ହୋଇନଥିଲେ ମଧ୍ୟ  … Continue reading ବାରବାଟୀରେ ବିରାଟ୍‌ ବାହିନୀର ସୁପର ସୋ’, ୨-୧ରେ ସିରିଜ୍‌ କବ୍‌ଜା