ପ୍ରଥମ ଟି-୨୦ ଜିତିଲା ଭାରତ
1 min read
ନନ୍ଦିଘୋଷ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ଜିତିଲା ଭାରତ । ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚକୁ ୭ ୱିକେଟରେ ଜିତିଲା ଟିମ୍ ଇଣ୍ଡିଆ । ଅଭିଷେକ ଶର୍ମାଙ୍କ ୨୧ ବଲରେ ଧୂଆଁଧାର ଅର୍ଦ୍ଧଶତୀୟ ଇନିଂସ୍ ଏହି ପ୍ରଥମ ଟି-୨୦ରେ ଭାରତକୁ ବିଜୟ ଦେଇଛି । ୧୩୩ ରନର ଟାର୍ଗେଟକୁ ପିଛା କରି ଭାରତୀୟ ଦଳ ମାତ୍ର ୧୨.୫ ଓଭରରେ ବିଜୟ ହାସଲ କରିଛି । ଏହି ମ୍ୟାଚର ହିରୋ ବନିଛନ୍ତି ଅଭିଷେକ ଶର୍ମା, ଅର୍ଶଦୀପ ସିଂହ ଏବଂ ବରୁଣ ଚକ୍ରବର୍ତ୍ତୀ ।