WTC Final ପାଇଁ ଟିମ୍‌ ଇଣ୍ଡିଆର ବ୍ରିଗେଡ ଘୋଷଣା, ଦଳକୁ ଫେରିଲେ ଆଜିଙ୍କ୍ୟ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ବିଶ୍ବକପ ଟେଷ୍ଟ ଚାମ୍ପିଅନସିପ ମୁକାବିଲା ପାଇଁ ଭାରତୀୟ ଟିମର ଘୋଷଣା କରାଯାଇଛି  । ବିସିସିଆଇ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟିମର ଘୋଷଣା କରିଛି  । ଦୀର୍ଘ ଦିନ ପରେ ଟିମକୁ ଫେରିଛନ୍ତି ଆଜିଙ୍କ୍ୟ ରାହାଣେ  । ଜାଣନ୍ତୁ କେଉଁମାନେ ରୋହିତଙ୍କ ଟିମରେ ସ୍ଥାନ ପାଇଛନ୍ତି ।

ଭାରତୀୟ ଟେଷ୍ଟ ଟିମ: ରୋହିତ ଶର୍ମା, ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, କେଏଲ ରାହୁଲ, କେଏସ ଭରତ, ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଡେଜ, ଅକ୍ଷର ପଟେଲ, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ,ଉମେଶ  ଯାଦବ, ଜୟଦେବ ଉନାଦକତ  ।