ଦେଶରେ ୪ ଲକ୍ଷ ଟପିଲା କରୋନା ମୃତ୍ୟୁ, ଦିନକରେ ୪୬ ହଜାର ପଜିଟିଭ୍
1 min readନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ ହାର୍ । ବିଗତ ୨୪ ଘଣ୍ଟାରେ ଦେଶରେ ୪୬ ହଜାର ୬୧୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୫୩ ଜଣଙ୍କ ମୃତ୍ୟୁ ହୋଇଛି । ୮୫୩ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୪ ଲକ୍ଷ ପାର୍ କରିଛି । ଦେଶରେ ଲଗାତାର ଚତୁର୍ଥ ଦିନରେ ୫୦ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ୫୯ ହଜାର ୩୮୪ ଜଣ ସୁସ୍ଥ ହେଉଛନ୍ତି ।
India reports 46,617 new #COVID19 cases, 59,384 recoveries, and 853 deaths in the last 24 hours, as per the Union Health Ministry.
Total cases: 3,04,58,251
Total recoveries: 2,95,48,302
Active cases: 5,09,637
Death toll: 4,00,312Total Vaccination: 34,00,76,232 pic.twitter.com/M8bYPkUM9N
— ANI (@ANI) July 2, 2021
ଦେଶରେ କରୋନା ମାମଲା
ମୋଟ ସଂକ୍ରମଣ- ୩ କୋଟି ୪ ଲକ୍ଷ ୫୮ ହଜାର ୨୫୧
ମୋଟ ସୁସ୍ଥ- ୨ କୋଟି ୯୫ ଲକ୍ଷ ୩୦୨
ସକ୍ରିୟ ମାମଲା- ୪ ଲକ୍ଷ ୩୧୨
ମୋଟ ମୃତ୍ୟୁ- ୩୪ କୋଟି ୭୬ ହଜାର ୨୩୨