ଦେଶରେ ୨୪ ଘଣ୍ଟାରେ ୪୫ ହଜାରରୁ ଅଧିକ ପଜିଟିଭ୍
1 min readନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା କମୁଛି । ପ୍ରତିଦିନ ପ୍ରାୟ ୪୫ ହଜାର ସଂକ୍ରମଣ ମାମଲା ଆସୁଛି । ବିଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୮୯୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୮୧୭ ଜଣ ଆକ୍ରାନ୍ତି । ଗତ ୨୪ ଘଣ୍ଟାରେ କରୋନାରୁ ସୁସ୍ଥ ହୋଇଛନ୍ତି ୪୪ ହଜାର ୨୯୧ ଜଣ ।
India reports 45,892 new #COVID19 cases, 44,291 recoveries, and 817 deaths in the last 24 hours, as per Health Ministry
Total cases: 3,07,09,557
Total recoveries: 2,98,43,825
Active cases: 4,60,704
Death toll: 4,05,028Total vaccinated: 36,48,47,549 (33,81,671 in last 24 hrs) pic.twitter.com/KFEi9MClz4
— ANI (@ANI) July 8, 2021
ଦେଶରେ କରୋନା ମାମଲା
ମୋଟ ସଂକ୍ରମଣ- ୩ କୋଟି ୭ ଲକ୍ଷ ୯ ହଜାର ୫୫୭
ମୋଟ ସୁସ୍ଥ- ୨ କୋଟି ୯୮ ଲକ୍ଷ ୮୨୫
ସକ୍ରିୟ ମାମଲା- ୪ ଲକ୍ଷ ୬୦ ହଜାର ୭୦୪
ମୋଟ ମୃତ୍ୟୁ- ୪ ଲକ୍ଷ ୫ ହଜାର ୨୮