ଲଗାତାର ତୃତୀୟ ଦିନରେ ବଢ଼ିଲା ସଂକ୍ରମଣ ମାମଲା, ଦେଶରେ ୨୪ ଘଣ୍ଟାରେ ୩୮୭୪ ମୃତ
1 min readନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ୩ ଲକ୍ଷ ତଳେ ରହିଛି । ତଥାପି କମୁଥିବା ସଂକ୍ରମଣ ଗତ ୩ ଦିନ ହେଲା ଆଂଶିକ ବଢ଼ିଛି । ଗତ ୨୪ ଘଣ୍ଟାରେ ଦେଶରୁ ଆଉ ୨ ଲକ୍ଷ ୬୭ ହଜାର ୭୦ଟି ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୩ ହଜାର ୮୭୪ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୩ ଲକ୍ଷ ୬୯ ହଜାର ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
India reports 2,76,070 new #COVID19 cases, 3,69,077 discharges & 3,874 deaths in last 24 hrs, as per Health Ministry.
Total cases: 2,57,72,400
Total discharges: 2,23,55,440
Death toll: 2,87,122
Active cases: 31,29,878Total vaccination: 18,70,09,792 pic.twitter.com/ZyTh8pZano
— ANI (@ANI) May 20, 2021
ଦେଶରେ କରୋନାର ସ୍ଥିତି
ମୋଟ କରୋନା ମାମଲା– ୨ କୋଟି ୫୭ ଲକ୍ଷ ୭୨ ହଜାର ୪୦୦
ମୋଟ ସୁସ୍ଥ– ୨ କୋଟି ୨୩ ଲକ୍ଷ ୫୫ ହଜାର ୪୪୦
ମୋଟ ମୃତ୍ୟୁ– ୨ ଲକ୍ଷ ୮୭ ହଜାର ୧୨୨
ସକ୍ରିୟ ସଂକ୍ରମଣ ମାମଲା– ୩୧ ଲକ୍ଷ ୨୯ ହଜାର ୮୭୮
ମୋଟ ଟିକାକରଣ– ୧୮ କୋଟି ୭୦ ଲକ୍ଷ ୯ ହଜାର ୭୯୨