ଦେଶରେ କମୁଛି ସଂକ୍ରମଣ ମାମଲା, ଥମୁନି ମୃତ୍ୟୁ
1 min readନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨ ଲକ୍ଷ ୬୩ ହଜାର ୫୩୩ ପଜିଟିଭ୍ ମାମଲା ଚିହ୍ନଟ ହୋଇଛନ୍ତି । ୪ ହଜାର ୩୨୯ ସଂକ୍ରମିତଙ୍କ ଜୀବନ ନେଇଛି କିଲର କରୋନା । ଦିନକରେ ୪ ଲକ୍ଷ ୨୨ ହଜାର ୪୩୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏପ୍ରିଲ୍ ୧୯ ପରେ ପ୍ରଥମଥର ପାଇଁ ଦେଶରେ ଏତେ କମ୍ ମାମଲା ଆସିଛି ।
India reports 2,63,533 new #COVID19 cases, 4,22,436 discharges and 4,329 deaths in the last 24 hours, as per Union Health Ministry
Total cases: 2,52,28,996
Total discharges: 2,15,96,512
Death toll: 2,78,719
Active cases: 33,53,765Total vaccination: 18,44,53,149 pic.twitter.com/75fXkY6Xjh
— ANI (@ANI) May 18, 2021
ଦେଶରେ କରୋନାର ସ୍ଥିତି
ମୋଟ କରୋନା ମାମଲା- ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬
ମୋଟ ସୁସ୍ଥ- ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨
ମୋଟ ମୃତ୍ୟୁ- ୨ ଲକ୍ଷ ୭୮ ହଜାର ୭୧୯
ସକ୍ରିୟ ସଂକ୍ରମଣ ମାମଲା- ୩୩ ଲକ୍ଷ ୫୩ ହଜାର ୭୬୫
ମୋଟ ଟିକାକରଣ- ୧୮ କୋଟି ୪୪ ଲକ୍ଷ ୫୩ ହଜାର ୧୪୯