ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ
ନୂଆଦିଲ୍ଲୀ: ମେ’ ତାରିଖ ସୁଦ୍ଧା ଦେଶରେ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇପାରେ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ଏହି ସୂଚନା ଦେଇଛନ୍ତି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି, ଏପରିକି ମେ’ ୧୫ ତାରିଖ ପୂର୍ବରୁ, ସପ୍ତାହକ ଭିତରେ ମଧ୍ୟ ଘରୋଇ ବିମାନ ସେବା ଆରମ୍ଭ କରିବାକୁ ଉଦ୍ୟମ କରାଯାଉଛି । ଏଦିଗରେ ବେସାମରିକ ବିମାନ ଚଳାଚଳ ମନ୍ତ୍ର।ଳୟ ସବୁ ପଦକ୍ଷେପ ଗ୍ରହଣ କରୁଛି … Continue reading ମେ’ ୧୫ ସୁଦ୍ଧା ଆରମ୍ଭ ହୋଇପାରେ ଘରୋଇ ବିମାନ ଚଳାଚଳ
Copy and paste this URL into your WordPress site to embed
Copy and paste this code into your site to embed