India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ

ନୂଆଦିଲ୍ଲୀ: ଗତ ୯ ସପ୍ତାହ ଧରି ପୂର୍ବ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ରେ ଭାରତ ଏବଂ ଚୀନ୍ ମଧ୍ୟରେ  ତିକ୍ତତା ଜାରି ରହିଛି । ଏଯାବତ୍ ୨ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ଫଳପ୍ରଦ ହୋଇନାହିଁ । ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସରିଛି । ସାମରିକ ଅଧିକାରୀଙ୍କ ମଧ୍ୟରେ ତିନି ରାଉଣ୍ଡ ଆଲୋଚନା ମଧ୍ୟ ହୋଇଛି। ଏହା ବ୍ୟତୀତ କୁଟନୈତିକ ସ୍ତରରେ ମଧ୍ୟ ଏହାର ସମାଧାନ ପାଇଁ ଉଦ୍ୟମ … Continue reading India-China Face off: ସମସ୍ୟାର ସମାଧାନ ପାଇଁ ଭାରତ ସମ୍ମୁଖରେ ୩ଟି ବିକଳ୍ପ