କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା

ଗଞ୍ଜାମ: ଗଞ୍ଜାମରେ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ ସଂଖ୍ୟା । କରୋନା ସଂକ୍ରମଣ ଏବେ ସରକାରୀ ଅଫିସରେ ପଞ୍ଚିଛି । ଯାହାଦ୍ୱାରା କିଛି ସରକାରୀ ବରିଷ୍ଟ କର୍ମଚାରୀ ମାନେ ସଂକ୍ରମିତ ହୋଇଛନ୍ତି । ତେବେ ଏନେଇ ଗଞ୍ଜାମ ଜିଲ୍ଲାପାଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବୁଧବାର ଠାରୁ ଗଞ୍ଜାମରେ ସାଧାରଣ ଲୋକଙ୍କୁ ସରକାରୀ ଅଫିସ ମନା । କରୋନା ସଂକ୍ରମଣ ସାଧାରଣରେ ଅଧିକ ନବ୍ୟାପିବା ପାଇଁ ଏଭି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୧୦ଦିନ ଗଞ୍ଜାମର … Continue reading କରୋନା ସଂକ୍ରମଣ ଯୋଗୁଁ ଗଞ୍ଜାମରେ ୧୦ ଦିନ ପାଇଁ ସାଧାରଣ ଲୋକଙ୍କୁ ସରକାରୀ ଅଫିସ୍‌ ମନା