୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ: ଆସନ୍ତାକାଲିଠୁ କମିପାରେ ବର୍ଷାର ପରିମାଣ
ଭୁବନେଶ୍ୱର: ପଶ୍ଚିମ-କେନ୍ଦ୍ର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତର ରୂପ ନେଇଛି । ଏହା ପାରାଦୀପଠାରୁ ଦକ୍ଷିଣ-ପୂର୍ବ ଦିଗକୁ ୧୮୦କି.ମି ଏବଂ ପଶ୍ଚିମବଙ୍ଗର ସାଗର ଆଇସଲ୍ୟାଣ୍ଡଠାରୁ ୩୫୦ କି.ମି, ବାଂଲାଦେଶର ଖେପୁଆପାରାଠାରୁ ୪୯୦ କି.ମି ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗକୁ ଅବସ୍ଥିତ । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା । ରାଜ୍ୟର ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା … Continue reading ୪ ଜିଲ୍ଲାକୁ ରେଡ୍ ଓ୍ୱାର୍ଣ୍ଣିଂ: ଆସନ୍ତାକାଲିଠୁ କମିପାରେ ବର୍ଷାର ପରିମାଣ
Copy and paste this URL into your WordPress site to embed
Copy and paste this code into your site to embed