ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ ମିଳିଲା FIH ସ୍ୱୀକୃତି
1 min read
ଭୁବନେଶ୍ୱର: ସୁନ୍ଦରଗଡ଼ର ତିଲେଇକଣି ହକି ଷ୍ଟାଡିୟମକୁ ମିଳିଲା FIH ସ୍ବୀକୃତି । ଷ୍ଟାଡିୟମକୁ କାଟାଗୋରୀ-୩ ମାନ୍ୟତା ମିଳିଛି । ଏହି ମାନ୍ୟତା ୨୭ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ରହିବ । ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ତିଲେଇକଣି ଷ୍ଟାଡିୟମ । ଆଗାମୀ ଦିନରେ ହକି ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ସହାୟକ ହେବ । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ବିଭାଗକୁ ଶୁଭେଚ୍ଛା ଜଣାଇଛନ୍ତି ।