ଡ୍ରପ୍ ହୋଇପାରେ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ !
ନୂଆଦିଲ୍ଲୀ: ବିଶ୍ୱକୁ ଆତଙ୍କିତ କରି ରଖିଥିବା କରୋନା ଭାଇରସ୍ ପାଇଁ ଭାରତରେ ତିଆରି ହେଉଛି ଭ୍ୟାକ୍ସିନ୍ । ଦୁଇ ଭାରତୀୟ କମ୍ପାନୀ କରୋନା ଭ୍ୟାକ୍ସିନ୍ ପ୍ରସ୍ତୁତ କରିଛନ୍ତି । ଯେଉଁ ଭ୍ୟାକ୍ସିନର ଟ୍ରାଏଲ ପଶୁଙ୍କ ଉପରେ ହୋଇ ସାରିଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସ୍ୱତନ୍ତ୍ର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅନୁସାରେ ଅଳ୍ପ ଦିନ ମଧ୍ୟରେ ମଣିଷ ଉପରେ ଭ୍ୟାକ୍ସିନର ହେବ କ୍ଲିନିକାଲ୍ ପରୀକ୍ଷଣ । ଭାରତ ବାୟୋଟିକ୍ ଓ କ୍ୟାଡିଲା ହେଲଥ କେୟାର କରୋନା ଟୀକା ବିକଶିତ କରିଛନ୍ତି … Continue reading ଡ୍ରପ୍ ହୋଇପାରେ କରୋନା ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ଟ୍ରାଏଲ !
Copy and paste this URL into your WordPress site to embed
Copy and paste this code into your site to embed