IAS ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ
ଭୁବନେଶ୍ୱର: ଆଇଏଏସ ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆଜିରୁ ୫ ତାରିଖ ପର୍ଯ୍ୟନ୍ତ ଭିଜିଲାନ୍ସ ହେପାଜତରେ ରହିବେ ବିଜୟ କେତନ । ପିପିଲି: ସୁଆଣ୍ଡୋରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ।ଗୋପବନ୍ଧୁଙ୍କ ଜନ୍ମମାଟିର ବିକାଶ ନେଇ ଅନୁଧ୍ୟାନ । ଗୋପବନ୍ଧୁଙ୍କ ଷଠି ଘର ବୁଲି ଦେଖିଲେ 5T ସଚିବ ଓ ପୁରୀ ଜିଲ୍ଲାପାଳ … Continue reading IAS ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ
Copy and paste this URL into your WordPress site to embed
Copy and paste this code into your site to embed