IAS ବିଜୟ କେତନ ଉପାଧ୍ୟାୟଙ୍କ ଜାମିନ ଆବେଦନ ଖାରଜ
1 min read
ଭୁବନେଶ୍ୱର: ଆଇଏଏସ ବିଜୟ କେତନଙ୍କ ଜାମିନ ଆବେଦନ ଖାରଜ । ଜାମିନ ଖାରଜ କଲେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ । ୫ ଦିନିଆ ରିମାଣ୍ଡରେ ନେଲା ଭିଜିଲାନ୍ସ । ଆଜିରୁ ୫ ତାରିଖ ପର୍ଯ୍ୟନ୍ତ ଭିଜିଲାନ୍ସ ହେପାଜତରେ ରହିବେ ବିଜୟ କେତନ ।
୬ ଦିନ ଲାଗି ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ ଭିଜିଲାନ୍ସ । କିନ୍ତୁ ୫ ଦିନ ଲାଗି ମଞ୍ଜୁର କରିଛନ୍ତି କୋର୍ଟ । ଲାଞ୍ଚ ମାମଲାର ଅଧିକ ଖୋଳତାଡ଼ କରିବ ଭିଜିଲାନ୍ସ ।