ପ୍ରକାଶ ପାଇଲା IAS ରେଜଲ୍ଟ ୨୦୨୪

1 min read

ନନ୍ଦିଘୋଷ ବ୍ୟୁରୋ: ପ୍ରକାଶ ପାଇଲ IAS ରେଜଲ୍ଟ ୨୦୨୪ । ମୋଟ ୧୧ଶହ ୨୯ ଜଣ UPSCରେ କୃତ୍ତକାର୍ଯ୍ୟ ହୋଇଛନ୍ତି । IASରେ ୧୮୦, IPSରେ ୧୪୭ ଓ IFSରେ ୫୫ ଜଣ କୃର୍ତ୍ତକାର୍ଯ୍ୟ ହୋଇଛନ୍ତି । ଆଇଏଏସରେ ଟପ୍ପର ହୋଇଛନ୍ତି ଶକ୍ତି ଦୁବେ ।  ଦ୍ବିତୀୟରେ ଅଛନ୍ତି ହର୍ଷିତା ଗୋଏଲ । ତୃତୀୟରେ ଡୋଙ୍ଗରେ ଅର୍ଚ୍ଚିତ ପରାଗ, ଚତୁର୍ଥରେ ଶାହା ମାର୍ଗି ଚିରାଗ, ପଞ୍ଚମରେ ଆକାଶ ଗର୍ଗ, ଷଷ୍ଠରେ କୋମଲ ପୁନିଆ, ସପ୍ତମରେ ଆୟୁଷି ବଂଶଲ୍, ଅଷ୍ଟମରେ ରାଜ କ୍ରିଷ୍ଣା ଝା, ନବମରେ ଆଦିତ୍ୟ ବିକ୍ରମ ଅଗ୍ରୱାଲ ଓ ଦଶମରେ ଅଛନ୍ତି ମାୟଙ୍କ ତ୍ରିପାଠୀ ।

ସେହିପରି ୟୁପିଏସସି ପରୀକ୍ଷାରେ ଓଡ଼ିଶା ଛାତ୍ରଛାତ୍ରୀ ବିଶେଷ ସଫଳତା ହାସଲ କରିଛନ୍ତି:-

୧୮ତମ ସ୍ଥାନରେ ସୌମ୍ୟା ମିଶ୍ର
୯୫ତମ ସ୍ଥାନରେ ଦେବିକା ପ୍ରିୟଦର୍ଶିନୀ
୯୬ତମ ସ୍ଥାନରେ ଆଦିତ୍ୟ ଆଚାର୍ଯ୍ୟ
୧୬୪ତମ ସ୍ଥାନରେ ଦୀପ୍ତି ରଞ୍ଜନ ପତି
୧୭୫ତମ ସ୍ଥାନରେ ରଶ୍ମି ପ୍ରଧାନ
୧୯୩ତମ ସ୍ଥାନରେ ନୀଳମାଧବ ମିଶ୍ର
୧୯୮ତମ ସ୍ଥାନରେ ଆଶୁତୋଷ ମିଶ୍ର
୨୧୨ତମ ସ୍ଥାନରେ ଅନୁପ ନାୟକ

୪୧୪ତମ ସ୍ଥାନରେ ପଦ୍ମନାଭ ମିଶ୍ର

୪୧୬ତମ ସ୍ଥାନରେ ପ୍ରଶାନ୍ତ ମିଶ୍ର

୪୨୮ତମ ସ୍ଥାନରେ ଧୃତିରାଜ ମିଶ୍ର

୪୪୩ତମ ସ୍ଥାନରେ ଅଙ୍କିତା ରଥ

୫୩୫ତମ ସ୍ଥାନରେ କୌଶିକ ମିଶ୍ର

୫୬୮ତମ ସ୍ଥାନରେ ସିମରନ ସାହୁ

୮୪୦ତମ ସ୍ଥାନରେ ରିତିକା ଦାଶ

୯୭୧ତମ ସ୍ଥାନରେ ଗୋପୀନାଥ ସାହୁ

୯୮୭ତମ ସ୍ଥାନରେ ଆଦିତ୍ୟ ବେହେରା

୯୯୪ତମ ସ୍ଥାନରେ ଅନ୍ନପୂର୍ଣ୍ଣା ମିଶ୍ର