ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ

ପଟ୍ଟାମୁଣ୍ଡାଇ: କିଏ  ବିପଦ ଏଡ଼ାଇବାକୁ ପୂଜାପାଠ କରୁଛି ତ କିଏ ପରିବାରର ମଙ୍ଗଳ ପାଇଁ ଠାକୁରଙ୍କ ପାଖରେ ମାନସିକ ରଖୁଛି । ସ୍କୁଲ କି ବାହାରକୁ ଯିବା ପାଇଁ ପିଲାଙ୍କୁ ବାରଣ କରାଯାଉଛି । ବହୁ ଅସମାହିତ ପ୍ରଶ୍ନ ଓ ଭୟର ଅଡ଼ୁଆ ସୂତାରେ ଛନ୍ଦି ହୋଇ ରହିଛନ୍ତି ଗାଁ ଲୋକେ । ଏଭଳି ଭୟର ବାତାବରଣ ଦେଖା ଦେଇଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ଗଙ୍ଗାରାମପୁରରେ । ବିଲ ମଝିରେ ଦୁଇଟି ମଣିଷ ଖପୁରୀ ସହ … Continue reading ଖପୁରୀ ଭୟରେ ଥୁରୁହୁର ଗାଁ ଲୋକେ, ମନ୍ଦିରରେ ଚାଲିଛି ପୂଜାପାଠ