ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା

ବିଏମସି ଦ୍ୱାରା ବଲିଉଡ ଅଭିନେତ୍ରୀ କଙ୍ଗନାଙ୍କ କାର୍ଯ୍ୟାଳୟକୁ ଭାଙ୍ଗିବା ପରେ କଙ୍ଗନାଙ୍କ ସମର୍ଥନରେ ଏକାଧିକ ସ୍ୱର ଉଠିଥିବା ନଜର ଆସିଛି । ଏବେ ହିମାଚଳ ପ୍ରଦେଶରେ ଥିବା ପ୍ରିୟଙ୍କା ଗାନ୍ଧୀଙ୍କ ବଙ୍ଗଳାକୁ ଭଙ୍ଗାଯାଇପାରେ ବୋଲି ଧମକ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚା ମୁଖ୍ୟ । ସୂଚନା ମୁତାବକ ହିମାଚଳ ପ୍ରଦେଶର ଭାଜପା ମହିଳା ମୋର୍ଚ୍ଚା ମୁଖ୍ୟ ରଶିମ ଧର ସୁଦ ଏକ ଭିଡ଼ିଓରେ ଧମକ ଦେଇଛନ୍ତି । ଭିଡ଼ିଓରେ ରଶିମ ଧର ସୁଦ କଙ୍ଗନାଙ୍କ କାର୍ଯ୍ୟାଳୟ ଭାଙ୍ଗିବା … Continue reading ହିମାଚଳର ବିଜେପି ନେତାଙ୍କ ଧମକ: ଭାଙ୍ଗିପାରେ ପ୍ରିୟଙ୍କା ଗାନ୍ଧୀଙ୍କ ଶିମଲା ସ୍ଥିତ ବଙ୍ଗଳା