ପ୍ରେମିକାର ବାହାଘର କଥା ଶୁଣି ଟ୍ରେନ ଆଗକୁ ଡେଇଁଲେ ପ୍ରେମିକ

ସୋର: ପ୍ରେମରେ ବିଫଳ ହୋଇ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । କିନ୍ତୁ ଆତ୍ମହତ୍ୟା ଉଦ୍ୟମ ବିଫଳ ହୋଇ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯୁବକ ଜଣଙ୍କ । ଗତକାଲି ବିଳମ୍ବିତ ରାତିରେ ବାଲେଶ୍ଵର ମାର୍କୋଣା ରେଳ ଷ୍ଟେସନ ନିକଟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଭଦ୍ରକ ରାହଞ୍ଜ ଅଞ୍ଚଳର ସତ୍ୟବ୍ରତ ଖିଲାର ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ଲାଟଫର୍ମରେ ଥିବା ଲୋକମାନେ ତାଙ୍କୁ ଉଦ୍ଧାର କରିଛନ୍ତି ।  ଫ୍ଲାଟଫର୍ମକୁ ଆସୁଥିବା … Continue reading ପ୍ରେମିକାର ବାହାଘର କଥା ଶୁଣି ଟ୍ରେନ ଆଗକୁ ଡେଇଁଲେ ପ୍ରେମିକ