ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ
ହାଥରସ: ହାଥରସରେ ଥମୁନି ଲଜ୍ଜା । ହାଥରସର ଆଉ ଏକ ୬ବର୍ଷ ଝିଅର ଦୁଷ୍କର୍ମ ପରେ ମୃତ୍ୟୁ ହୋଇଛି । ଦୁଷ୍କର୍ମ ପରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଗତ ୧୫ ଦିନ ତଳେ ସାଦାବାଦ ଅଞ୍ଚଳର ୬ବର୍ଷର ଶିଶୁଙ୍କ ସହ ଅଲିଗଡ ଜିଲ୍ଲାର ଇଗଲାସ ଗାଁରେ ଦୁଷ୍କର୍ମ ହୋଇଥିଲା । ଏହାପରେ ଦିଲ୍ଲୀର ଏକ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଛି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଶିଶୁର … Continue reading ହାଥରସରେ ପୁଣି ଲଜ୍ଜା: ମାଉସୀ ଘରେ ୬ବର୍ଷର ଶିଶୁକୁ ଦୁଷ୍କର୍ମ,ହସ୍ପିଟାଲରେ ମୃତ୍ୟୁ
Copy and paste this URL into your WordPress site to embed
Copy and paste this code into your site to embed