ଲକ୍ଷ୍ମୌ : ‘ତୁମେ କ’ଣ ତୁମ ଝିଅ ଶବର ଏପରି ସତ୍କାର କରି ଥାଆନ୍ତ’ । ‘କେଉଁ ପରିସ୍ଥିତିରେ ଦୁଷ୍କର୍ମ ପୀଡିତାର ଶବକୁ ତରବରିଆ ଭାବେ ଜାଳି ଦିଆଗଲା । ଏପରି ତରବରିଆ ପଦକ୍ଷେପ ପଛର କାରଣ କ’ଣ । ଏପରି କିଛି ଉଦ୍ବେଗଭରା ପ୍ରଶ୍ନ ପଚାରିଛନ୍ତି ଉତ୍ତର ପ୍ରଦେଶ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ମୌ ବେଞ୍ଚ । ଆଶ୍ଚର୍ଯ୍ୟର କଥା ବିଚାରପତିମାନଙ୍କ ଏପରି ସମ୍ବେଦନଶୀଳ ପ୍ରସଙ୍ଗର କୌଣସି ଉତ୍ତର ୟୁପି ଏଡିଜିଙ୍କ ପାଖରେ ନ ଥିଲା । … Continue reading ନିଜ ଝିଅର ଶବ ସତ୍କାର କ’ଣ ଏପରି କରିଥାଅନ୍ତ କି ବୋଲି ହାଇକୋର୍ଟଙ୍କ ଏଡିଜିଙ୍କୁ ପ୍ରଶ୍ନ, ଶବ ପୋଡିବା କଥା କୋର୍ଟରେ ମାନିଲେ ଜିଲାପାଳ
Copy and paste this URL into your WordPress site to embed
Copy and paste this code into your site to embed