ଭୁବନେଶ୍ବର: ଗୁରୁମାନଙ୍କୁ ସମ୍ମାନ ଜଣାଇବାକୁ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି ଭିନ୍ନ ଏକ ପ୍ରୟାସ ଆରମ୍ଭ କରିଛି । ଗୁରୁ ଦିବସ ଉପଲକ୍ଷେ ଗୁରୁ ମାନଙ୍କୁ ଗୁରୁବ୍ରହ୍ମା ସମ୍ମାନ ପ୍ରଦାନ କରିବେ ଦୈନିକ ସକାଳ ଓ ନନ୍ଦିଘୋଷ ଟିଭି । ଆଗ୍ରହୀ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ nandighoshatv.com ରେ login କରନ୍ତୁ ।
ଅଥବା offline ରେ ବି ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ହେଉଛି ୨୦ ଅଗଷ୍ଟ ୨୦୨୩ । ଉପଯୁକ୍ତ ଆଶାୟୀଙ୍କୁ ଗୁରୁବ୍ରହ୍ମା ସମ୍ମାନରେ ସମ୍ମାନିତ କରାଯିବ ।

